Advertisment

ତାମିଲକୁ ବାନ୍ଧିବାକୁ ବିଧାନସଭାରେ ରାଜାଙ୍କ ଆହ୍ବାନ |Odisha Assembly |Raja Swain |BJD |BJP |Odisha Politics

Advertisment

#ତାମିଲକୁ_ବାନ୍ଧିବାକୁ_ରାଜାଙ୍କ_ଆହ୍ବାନ
ତାମିଲକୁ ବାନ୍ଧିବାକୁ ବିଧାନସଭାରେ ରାଜାଙ୍କ ଆହ୍ବାନ। ଗତକାଲି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଗୃହରେ ଆଲୋଚନାବେଳେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସରକାରଙ୍କୁ ଦେଇଛନ୍ତି ଏଭଳି ଚ୍ୟାଲେଞ୍ଜ। ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଲା ବୋଲି କହୁଥିଲ, CBI ତଦନ୍ତ କରାଇ ତାମିଲକୁ ବାନ୍ଧ ବୋଲି କହିଥିଲେ ରାଜା ସ୍ବାଇଁ। ଏମିତିକି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି ବୋଲି କହିଥିଲେ, ହେଲେ ଚାବି ନେଇଥିବା ସେ ଲୋକକୁ କାହିଁକି ବାନ୍ଧୁନ ବୋଲି ପ୍ରଶ୍ନ କରିଥିଲେ ରାଜା।
#RajaSwain#Ratnabhandar#OdishaAssembly#PoliticalAccountability#CBIInvestigation#LegislativeDebate#RatnabhandarKeys#TamilNadu#RajaSwain_Challenge#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Rajendra Pratap Swain news political controversy Odisha Odisha PM visit Odisha political drama Odisha government news Assembly debate Odisha Odisha breaking news Odisha Viral News BJD leader statement Tamil Nadu Odisha issue Ratnabhandar key controversy Odisha Politics Rajendra Pratap Swain Odisha Assembly Odisha oriya news today odia news live odisha reporter youtube national news in odia Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe