Advertisment

ଲାଲୁଙ୍କ ଗାଲ ଲାଲ୍‌, ପୁଅ ହାରିଲା, ଦଳ ବୁଡ଼ିଲା | Odisha Reporter

Advertisment

#ଲାଲୁଙ୍କ_ଗାଲ_ଲାଲ୍‌
#ପୁଅ_ହାରିଲା_ଦଳ_ବୁଡ଼ିଲା
ଏକଦା କୁହାଯାଉଥିଲା ଜବ୍‌ ତକ୍‌ ସମୋସେ ମେ’ ଆଲୁ ତବ୍‌ତକ୍‌ ବିହାର ମେ’ ଲାଲୁ । ଏବେ କିନ୍ତୁ ସମୟ ବଦଳି ଯାଇଛି । ସିଙ୍ଗଡ଼ାରେ ଆଳୁ ତ ଅଛି ହେଲେ ବିହାରରେ ଆଉ ଲାଲୁ ନାହାନ୍ତି । ଲାଲୁ ଜୀବିତାବସ୍ଥାରେ ତାଙ୍କ ହାତରେ ତିଆରି ଦଳ ଏବଂ ପୁଅର ବିପର୍ଯ୍ୟୟ ଦେଖିଛନ୍ତି । ବିହାର ବିଧାନସଭା ଫଳାଫଳ ଲାଲୁ ଯାଦବଙ୍କୁ ଡବଲ ଝଟକା ଦେଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#LaluYadav#rjd#TejPratapYadav#tejaswiyadav#BiharPolitics#biharelection2025#BiharResult

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe