#କମଲ_କା_ଫୁଲ୍_ହମାରା_ଭୁଲ୍-ଚିନ୍ମୟ
ସରକାର ଏତେ ଜନବିରୋଧୀ ଓ ଅତ୍ୟାଚାରୀ ଯେ ମିଛ ଫାଇନ ଆଦାୟ କରୁଛନ୍ତି। ଘରେ ଥୁଆ ହୋଇଛି ଗାଡି, ମୟୂରଭଞ୍ଜରେ ଫାଇନ। କାର ଚାଳକର ହେଲମେଟ ପାଇଁ ଫାଇନ। ଏହି ମିଛ ଫାଇନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। କୋର୍ଟ ଯିବାକୁ ବି ଲୋକଙ୍କ ପାଖରେ ସୁଯୋଗ ନାହିଁ। ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ ନିଜ କଷ୍ଟ ଓ କହିବେ 'ବିଜେପିକୁ ଭୋଟ ଦେଇ ଭୁଲ କଲୁ। କମଲ କା ଫୁଲ ଲୋଗକା କା ଭୁଲ': ଚିନ୍ମୟ ସାହୁ, ଯୁବ ବିଜେଡି ସଭାପତି
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bjd#Odisha#fine#Rto#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
