Advertisment

ଓଡ଼ିଶା ପାଇଁ ମୋଦିଙ୍କ ବଡ଼ ଭେଟି || PM Modi in Odisha || Jharsuguda || Odisha Reporter

Advertisment

#ଓଡ଼ିଶା_ପାଇଁ_ମୋଦିଙ୍କ_ବଡ଼_ଭେଟି
ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡାରେ ସେବା ପର୍ବରେ ସାମିଲ ହେବା ସହ ଯୁବ ସମାବେଶକୁ ଉଦବୋଧନ ଦେବେ । ଏହି ଅବସରରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ୫୦ ହଜାର ଅନ୍ତୋଦ୍ୟାୟ କାର୍ଯ୍ୟାଦେଶ ବାଣ୍ଟିବା ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ସବୁଠୁ ବଡ କଥା ହେଲା ଓଡିଶାକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaVisit_NarendraModi#PMModi_Jharsuguda#RailwayProject_Odisha#YouthRally_Odisha#SevaParv#DevelopmentProjects#OdishaRailway#BeneficiaryDistribution
#PMVisit_Jharsuguda2025#ModiInauguration_Odisha#RailwayGift_Odisha#OdishaReporter

Advertisment
ModiLiveOdisha OdishaPolitics OdishaRailway PMModiSchemes PMModiDevelopment PMModiAnnouncements RailwayProjects ModiOdisha Odishanews PMModiSpeech PMModiOdishaVisit Jharsuguda NarendraModi PMModiInOdisha PMModiLive Pm odia sambad Odia News Odisha National News oriya news today odia news live news in odia odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe