#ନୂଆ_ସରକାରରେ_କାମ_କଲାନି_ଅଚ୍ୟୁତଙ୍କ_ପୂର୍ବ_ସରକାରର_ଫନ୍ଦି
ମିଛ କହି ମ୍ୟାନେଜ୍ କରିବାରେ ମାହିର୍ କିସ୍ କର୍ତ୍ତୃପକ୍ଷ। ସବୁ ସାରିଦେଇ କିଛି ନ ହେଲା ଭଳି ଝାଡ଼ିଝୁଡ଼ି ହେଇ ବସିଯାଇଥିଲେ। ଭାବିଥିଲେ ବିଜେଡି ସରକାର ଭଳି ଏଥର ବି ଖସିଯିବେ। ହତ୍ୟା ମାମଲାକୁ ଅଘଟଣ କହି ସବୁ ଚାପିଦେବେ। ସବୁଥର ଭଳି ଏଥର ବି ନା ତଦନ୍ତ ହେବ ନା ସତ ସାମ୍ନାକୁ ଆସିବ। ହେଲେ ଇଏ ମୋହନ ସରକାର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#mohangovt#kiit#kiss#odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us