‘ମୋକିମ ବାବୁ ଜାଣିଥିବେ ବିଭୀଷଣ କିଏ’ | Congress leader Jayadev Jena | Moquim vs Bhakta Das Controversy | Odisha Reporter
ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ ଶୃଙ୍ଖଳା କମିଟିରେ ଦ୍ବାରସ୍ଥ ହେବା ପରେ ଶୃଙ୍ଖଳା କମିଟି ଅଧକ୍ଷ କହିଛନ୍ତି ଭକ୍ତ ଦାସ ସେଭଳି କିଛି କହିନାହାନ୍ତି । ମୋକିମ ଯେଉଁ ଚିଠି ଲେଖିଥିଲେ ତାର ଉତ୍ତର ତାଙ୍କୁ ଦିଆ ଯାଇଛି ବୋଲି କହିଛନ୍ତି କଂଗ୍ରେସ ଶୃଙ୍ଖଳା କମିଟି ଅଧକ୍ଷ ସୁଜିତ୍ ପାଢ଼ୀ। ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଭକ୍ତ ଦାସଙ୍କର ଯଥେଷ୍ଟ ଅଭିଜ୍ଞତା ଅଛି। ସେ କଣ କହିଛନ୍ତି ମୁଁ ଜାଣିନି। ନିର୍ବାଚନରେ ଜିତିବା ହାରିବା ରହିଛି। ଏଥିରେ କାହାକୁ ଦୋଷାରୋପ କରିବା ଠିକ୍ ନୁହେଁ।
Odisha Reporter is one of the best Odia news portal in Odisha. Get all the
news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#JayadevJena#congressleader#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us