Advertisment

ମୋହନଙ୍କ ଗୋଟେ ଭିଜିଟ ବିଜେଡି ଅଙ୍କ ଗୋଲ୍‌ଜୟ ରେଡି || Nuaapada By-Election Update || Odisha Reporter

Advertisment

#ବିଜେଡି_ପାଖରେ_ରହିଛି_କେବଳ_ସିଂପାଥି_କାର୍ଡ
ବିଜେପି ସରକାରକୁ ଆସିବା ପରେ ନୂଆପଡ଼ାରେ ହେବ ପ୍ରଥମ ଉପ ନିର୍ବାଚନ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନରେ ହେବେ ଉପ ନିର୍ବାଚନ । ତେବେ ଏଥିପାଇଁ ତାରଖ ଘୋଷଣା ହୋଇ ନଥିବା ବେଳେ ରାଜନୈତିକ ବାତାବରଣ ସରଗରମ ହେଲାଣି। ତେବେ ନୂଆପଡ଼ା ଗସ୍ତକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବା ଏବଂ ନୂଆପଡ଼ାର ଦାୟିତ୍ବ ନିଜେ ନେବେ ବୋଲି କହିବା ରାଜନୀତିରେ ଆଣିଛି ଟ୍ବିଷ୍ଟ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nuapada#rajendradholkia#byelection#Odishapolitics#MohanMajhi#bjp#Odishabjp#bjd

Advertisment
OdishaViralNews NuaapadaUpdate OdishaElections2025 NuaapadaPoliticalDrama OdishaBreakingNews CMTributeOdisha OdishaPoliticalTwist ByElectionOdisha NuaapadaNews PoliticalUpdateOdisha OdishaLatestNews MohanMajhi RajendraDholakia OdishaPolitics NuaapadaByElection Odia News Odisha National News oriya news today oriya samachar odia news live today news odisha reporter youtube latest oriya news national news in odia Odisha Reporter odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe