#ମୋଷ୍ଟ_ପାଓ୍ବାରଫୁଲ_ବିଧାନସଭାର_Y2K_ବିଗନର୍
ଖାଲି ଓଡ଼ିଶା ନୁହେଁ ସାରା ଦେଶରେ ଧୁମ ମଚାଇଛନ୍ତି ଓଡ଼ିଶା ବିଧାନସଭାର ଓ୍ବାଇ ଟୁ କେ ବିଗନର। 2000 ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ସଂସଦୀୟ ଗଣତନ୍ତ୍ରରେ ପ୍ରବେଶ କରିଥିବା ଓଡ଼ିଶାର ତତ୍କାଳିନ ବିଧାୟକମାନେ ଏବେ ଦେଶ ଏବଂ ରାଜ୍ୟରେ ବହୁତ ବଡ଼ ପଦ ପଦବୀରେ ଅଛନ୍ତି। ଗତକାଲି ବିଧାନସଭାକୁ ସମ୍ବୋଧିତ କରିଥିବା ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମନେ ପକାଇଥିଲେ ଓଡ଼ିଶା ବିଧାନସଭାକୁ ଆସିଥିବା ତାଙ୍କ ବ୍ୟାଚର ବିଧାୟକମାନଙ୍କୁ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhubaneswar#y2kbiggner#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us