Advertisment

ଟିଫିନ ଖାଇଲେ, କର୍ମୀଙ୍କ ସହ ଆଲୋଚନା କଲେ ସାଂସଦ || BJP MP Baijayant Jay Panda || Tiffin Baithak ||OR

Advertisment

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ କୁଦାନଗରୀ ସୁକ ପରିକ୍ଷିତ ପୀଠରେ ଟିଫିନ୍ ବୈଠକ ଅନୁଷ୍ଠିତ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତ ମିଳିମିଶି ଟିଫିନ୍ ଖାଇବା ସହ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ।
#odishareporter#kendrapara#meeting#baijayantjaypanda
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
BJP grassroots meeting Kendrapada political update Patkura latest news Bjp Odisha Baijayant Panda MP BJP workers meeting Odisha politics news Kendrapada BJP news Patkura constituency BJP tiffin meeting Baijayant Panda Odisha National News oriya news today news in odia odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe