Advertisment

‘ନବୀନଙ୍କୁ କ୍ୟାମ୍ପନ କରିବାର ନଥିଲା’-ଭୂପିନ୍ଦର ସିଂହ | Bhupinder Singh | Massive Political Storm | OR

Advertisment

ଭାରି ଟାଣ କଥା ଶୁଣାଇଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ । ନିଜ ଲୋକସଭା କ୍ଷେତ୍ରର ହୋଇଥିଲେ ବି ତାଙ୍କୁ ପ୍ରଚାରକୁ ଡକାନଯିବା ଠାରୁ ଆରମ୍ଭ କରି ପ୍ରାର୍ଥୀ ଘୋଷଣା, ନବୀନଙ୍କୁ ପ୍ରଚାରକୁ ନେବା ଆଦି ଅନେକ ପ୍ରସଙ୍ଗରେ ମୁହେଁ ମୁହେଁ ଶୁଣାଇ ଦେଇଛନ୍ତି ଭୂପିନ୍ଦର । ପ୍ରାର୍ଥୀ ଚୟନରେ ଭୁଲ୍‌ ରହିଗଲା ବୋଲି ଠୋ ଠା କହିଦେଇଛନ୍ତି ଏହି କଳାହାଣ୍ଡିଆ ନେତା ।
#bhupindarsingh#odishareporter#bjd_politics#nuapada_controversy
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
latest political news Odisha Odisha News Today Odisha political update BJD internal issues Odisha leader controversy viral Odisha politics Odisha breaking news Naveen Patnaik news BJD candidate selection Political Statement Odisha Odisha Election News BJD Controversy Kalahandi news Odisha Politics Bhupinder Singh odisha reporter youtube Odisha Reporter latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe