ନୂଆପଡା ଉପନିର୍ବାଚନରେ ବିଜେଡିର ବିଫଳତାର କାରଣ କହିଲେ ବରିଷ୍ଠ ନେତା ଅମର ଶତପଥୀ । ବିଜେଡି ପରାଜୟକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଦରକାର ବୋଲି ସେ କହିଛନ୍ତି । ଏହାସହ ନବୀନ ନିଜ ଲୋକପ୍ରିୟତାକୁ ବାଜିରେ ଲଗାଇଥିଲେ ବୋଲି କହିଛନ୍ତି ଅମର । "ନବୀନ ଛୋଟ ପିଲା ନୁହେଁ ଯେ କେହି ତାଙ୍କୁ ଟେକି ନେଇ ପ୍ରଚାରରେ ଲଗାଇଦେଲା । ଗଣତନ୍ତ୍ରରେ ଏକଛତ୍ରବାଦ ଚାଲେ ନାହିଁ । ଏହା ନିର୍ବାଚନ ଫଳାଫଳ ଜଣାଇଦେଲା" ବୋଲି କହିଛନ୍ତି ବରିଷ୍ଠ ନେତା ଅମର ଶତପଥୀ ।
#odishareporter#amarsatpathy#BJD#naveenpatnaik#nuapadabypoll
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
