#ତିନି_ନେତାଙ୍କ_ଭାଗ୍ୟ_ବାଜିରେ
ନୂଆପଡ଼ା ଉପନିର୍ବାଚନରେ କେବଳ ତିନି ଦଳର ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଗିନି..ବରଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଭବିଷ୍ୟତ ମଧ୍ୟ ବାଜିରେ ଲାଗିଛି । ଫଳାଫଳ ନିର୍ଦ୍ଧାରଣ କରିବ କିଏ ଚମକିବ ଆଉ କାହାର ଦବଦବା କମିବ । ଏମିତି କିଛି କଥା କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#RabiDas#nuapadabyelection#OdishaPolitics#NaveenPatnaik#BhaktaDas#MohanMajhi
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us