ଏବେ ଜାଣିଲେ ବିଜେଡି ନେତା କାହିଁକି ଆଗରୁ ଘର ଖୋଜୁଥିଲେ ସ୍ନେହାଙ୍ଗିନୀ | Nuapada By-Poll | Odisha Politics | Odisha Reporter
ବଡ଼ ନେତାମାନେ ଭାବିଥିଲେ Manoj Mishra, Abani Joshi, Bhanu Majhiଏହି ତିନି ଜଣଙ୍କ ମଧ୍ୟରୁ Naveen Patnaik ଜଣଙ୍କୁ ଫାଇନାଲ କରିବେ। ହେଲେ କଥା ଏମିତି ହେଲା ସମସ୍ତଙ୍କୁ ସରପ୍ରାଇଜ କରି Naveen Patnaik ଘୋଷଣା କଲେ ବରଗଡ଼ ଅତାବିରାର ପରାଜିତ BJD ପ୍ରାର୍ଥୀ Snehangini Chhuriaଙ୍କୁ। ନୂଆପଡ଼ା ଯାଇ ଦିନ ରାତି ମେହନତ କରୁଥିବା ନେତାମାନେ ପୁରା ଭାଣ୍ଡିଆ ହେଲେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#snehanginichhuria#bjd#odihapolitics#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
