Advertisment

ନୂଆପଡା ଭୋଟ… ମଇଦାନରେ ମହାରଥି ମତଦାତା ଗାୟବ | Nuapada Election Fever | Nuapada Voters | Odisha Reporter

author-image
Odisha Reporter

#ଦାଦନ_ଭୋଟର_କେମିତି_ଦେବେ_ଭୋଟ
ହାଲକା ହାଲକା ଥଣ୍ଡାରେ, ନୂଆପଡାରେ ରାଜନୀତିର ଗରମ । ତିନି ପ୍ରମୁଖ ଦଳର ପ୍ରାର୍ଥି ପ୍ରସ୍ତୁତ । ପ୍ରଚାର ବି ଜୋରଦାର । ମଇଦାନରେ ମହାରଥି। ଲୋକଙ୍କୁ ଭେଟୁଛନ୍ତି, ଭୋଟ ଭିକ୍ଷା କରୁଛନ୍ତି । କିନ୍ତୁ ସଦର ମହକୁମାର ଅନତି ଦୂରେ, ଖାଁ ଖାଁ ଗାଁ । ଘର ମୂରବୀ ଶୂନ୍ୟ । ବାସ୍ ଶାରୀରିକ ଭାବେ ସକ୍ଷମ ନଥିବା କିଛି ଲୋକ ରହିଯାଇଛନ୍ତି । କିଛି କିଛି ଜାଗାରେ ତ, ଖାଲି ବୁଢାବୁଢୀ ଘର ଜଗିଛନ୍ତି । ଦାଦନ ଯାଇଛନ୍ତି ଭେଣ୍ଡିଆ ପିଲା । ହେଲେ ଭୋଟ ପାଇଁ ଡାକବାଜୀ ଯନ୍ତ୍ରରେ, ଲୋକଙ୍କର ବିକାଶର କଥା କହୁଛନ୍ତି ନେତା ଓ କର୍ମୀ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#dadan#migrantlabour#nuapadabyelection#Odisha#OdishaReporter

Advertisment
Nuapada constituency update Odisha election 2025 Odisha local news Nuapada development promises Nuapada campaign highlights Odisha Election News Election fever Odisha Odisha village politics Nuapada election coverage OTV FeeDin Odisha breaking news Nuapada campaign report Odisha political news Nuapada voter outreach Odisha election update Nuapada politics news Nuapada by-election 2025 odisha reporter youtube Odisha Reporter