#ନୂଆବର୍ଷରେ_ନୂଆ_ମୁଖ୍ୟ_ଶାସନ_ସଚିବ
ଓଡ଼ିଶା ଇତିହାସରେ ପ୍ରଥମ। ରାଜ୍ୟ ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି ଜଣେ ମହିଳା। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ। ଏଇ ଡିସେମ୍ବର 31 ତାରିଖରେ ଚିଫ ସେକ୍ରେଟାରୀ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଛି। ଏହାପରେ ତାଙ୍କ ସ୍ଥାନ ନେବେ ଅନୁ ଗର୍ଗ। ବିଜେପି କ୍ଷମତାକୁ ଆସିବା ପରେ ମନୋଜ ଆହୁଜାଙ୍କୁ ଡେପୁଟେସନରୁ ଫେରାଇ ମୁଖ୍ୟ ଶାସନ ସଚିବ ଭାବେ ବସାଇଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#anugarg#NewChiefSecretary#odisha#IAS
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us