Advertisment

ମୁହଁ ଖୋଲିଲେ ରବୀନ୍ଦ୍ର || Balasore Politics || BJD || Former MP Rabindra Jena || Odisha Reporter

author-image
Odisha Reporter

ମୁହଁ ଖୋଲିଲେ ରବୀନ୍ଦ୍ର || Balasore Politics || BJD || Former MP Rabindra Jena || Odisha Reporter
ବ୍ୟାନରରେ ନବୀନ ଓ ଶଙ୍ଖଚିହ୍ନ ନଥିବା ପ୍ରସଙ୍ଗରେ ମୁହଁ ଖୋଲିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ସବୁ କାର୍ଯ୍ୟକ୍ରମକୁ ରାଜନୀତିକରଣ କରିବାର ଆବଶ୍ୟକତା ନାହିଁ । ଯେତେବେଳେ ପାର୍ଟି ପୋଲିଟିକ୍ସ ଭିତରେ କାର୍ଯ୍ୟକ୍ରମ କରାଯାଏ ବା ପାର୍ଟିର ନିର୍ଦ୍ଦେଶରେ କରାଯାଏ ପାର୍ଟି ଲାଇନରେ କରାଯାଏ ସେତେବେଳେ ଦଳର ନେତା, ଦଳର ସିମ୍ବଲ ରଖାଯାଏ । ରାଜନୀତିରେ ଆଗମୀ ଦିନରେ କିଛି ନିଷ୍ପତ୍ତି ନେବାର ଅଛିକି ପ୍ରଶ୍ନରେ ରବୀନ୍ଦ୍ର କହିଛନ୍ତି, କିଛି ନାହିଁ , ସମୟ କହିବ ସମୟ ତାର ଜବାବ ଦେବ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BJD#NaveenPatnaik#rabindrajena#balasore

Advertisment
Odisha breaking news BJD latest update political controversy Odisha banner row Odisha Odisha politics today former MP Rabindra Jena statement BJD internal matter Odisha political news conch symbol missing Naveen Patnaik news BJD banner controversy Rabindra Jena Odisha National News oriya news today odia khabar odia news live news in odia odisha reporter youtube national news in odia Odisha Reporter latest odia news Odisha News