Advertisment

ମୁହଁ ଖୋଲିଲେ ରବୀନ୍ଦ୍ର || Balasore Politics || BJD || Former MP Rabindra Jena || Odisha Reporter

Advertisment

ମୁହଁ ଖୋଲିଲେ ରବୀନ୍ଦ୍ର || Balasore Politics || BJD || Former MP Rabindra Jena || Odisha Reporter
ବ୍ୟାନରରେ ନବୀନ ଓ ଶଙ୍ଖଚିହ୍ନ ନଥିବା ପ୍ରସଙ୍ଗରେ ମୁହଁ ଖୋଲିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ସବୁ କାର୍ଯ୍ୟକ୍ରମକୁ ରାଜନୀତିକରଣ କରିବାର ଆବଶ୍ୟକତା ନାହିଁ । ଯେତେବେଳେ ପାର୍ଟି ପୋଲିଟିକ୍ସ ଭିତରେ କାର୍ଯ୍ୟକ୍ରମ କରାଯାଏ ବା ପାର୍ଟିର ନିର୍ଦ୍ଦେଶରେ କରାଯାଏ ପାର୍ଟି ଲାଇନରେ କରାଯାଏ ସେତେବେଳେ ଦଳର ନେତା, ଦଳର ସିମ୍ବଲ ରଖାଯାଏ । ରାଜନୀତିରେ ଆଗମୀ ଦିନରେ କିଛି ନିଷ୍ପତ୍ତି ନେବାର ଅଛିକି ପ୍ରଶ୍ନରେ ରବୀନ୍ଦ୍ର କହିଛନ୍ତି, କିଛି ନାହିଁ , ସମୟ କହିବ ସମୟ ତାର ଜବାବ ଦେବ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BJD#NaveenPatnaik#rabindrajena#balasore

Advertisment
Odisha Odisha Reporter Odisha News National News latest odia news national news in odia odisha reporter youtube news in odia odia news live oriya news today Odisha breaking news Odisha political news political controversy Odisha Naveen Patnaik news Odisha politics today odia khabar BJD latest update BJD banner controversy Rabindra Jena conch symbol missing BJD internal matter former MP Rabindra Jena statement banner row Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe