#ମହୁଆଙ୍କ_ମରମରେ_ବାଜିଥିବ_ସମ୍ବିତଙ୍କ_କଥା
#ରୋହିଙ୍ଗ୍ୟାଙ୍କ_କୌଣସି_ସ୍ଥାନ_ନାହିଁ_ଓଡ଼ିଶାରେ
ଟିଏମସି ସାଂସଦ କହିଥିଲେ ବଙ୍ଗଳା ଭାଷାଭାଷିଙ୍କୁ ଓଡ଼ିଶାରୁ ତଡ଼ିଦିଆଯାଉଛି । ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ପୁଲସ ଉପରେ ବର୍ଷିଥିଲେ ମହୁଆ । ଆଜି ସଂସଦରେ ମହୁଆଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର । କହିଛନ୍ତି, ବଙ୍ଗାଳି ଆମର ଭାଇ ବନ୍ଧୁ, ତାଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ମୋହୁଆ ଯାହା କହିଛନ୍ତି ସମ୍ପୂର୍ଣ୍ଣ ମିଛ କଥା । କେବଳ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Sambitpatra#Parliament#Odisha#Bangladeshi#MohuaMoitra
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us