#କାଗଜ_ଦେଖାଇ_ସଞ୍ଜୟଙ୍କୁ_ଟାର୍ଗେଟ_କଲେ_ଉପାସନା
ଗତକାଲି ଠାରୁ ମୋ ନିର୍ବାଚନ ମଣ୍ଡଳୀରେ ବିଜେଡିର ଆଗଧାଡିର ନେତା ସଞ୍ଜୟ ଦାସ୍ ବର୍ମା ବ୍ରହ୍ମଗିରିରେ ବିରୋଧ ନାମରେ ପ୍ରହସନ କାରୁଛନ୍ତି। ଯେତେବେଳେ ସଞ୍ଜୟ ଦାସ ବର୍ମା ସେଠାରେ ଶେଷଥର ବିଧାୟକ ଥିଲେ, ଏହି କେନାଲର ପୁନରୁଦ୍ଧାର ପ୍ରକଳ୍ପ ପାଇଁ ଚିଠି ଲେଖି ଫେଲ୍ ମାରିଥିଲେ । ପ୍ରକଳ୍ପ ପୁନରୁଦ୍ଧାର ପାଇଁ 2018 ରେ କୁସୁବେଣ୍ଟ ଓ ହାରିଦାଶ ମୌଜାରେ ଜଳ ସେଚନ ସୁବିଧା ଲାଗି ଚିଠି ଲେଖିଥିଲେ । ଏବେ ୨୦୨୫ରେ ସେହି କାର୍ଯ୍ୟ ଆରମ୍ଭ ହେବା ବେଳକୁଏହାକୁ ବିରୋଧ କରୁଛନ୍ତି: ଉପସନା ମହାପାତ୍ର, ବିଜେପି ବିଧାୟିକା
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#irrigationproject#brahmagiri#upasanamohapatra#SanjayDasBurma#OdishaPolitics
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
