ପୁଅ ମିଶାଉଛି ବିଜେପିରେ, ବାପା ଜଗୁଆଳ ବିଜେଡିରେ | Bhadrak Politics on Fire! | BJD in Crisis! | Odisha Reporter
ପୁଅ ପ୍ରୟାସକାନ୍ତିଙ୍କ ନେତୃତ୍ବରେ ଜଣେ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଏବେ ବିଜେପି ମୁହାଁ । ଦଳ ଯେତେବେଳେ ଖାଲି ହୋଇ ହୋଇ ଯାଉଛି ହଠାତ ଚେଇଁ ଉଠିଲେ ନବୀନ ବାବୁ। ଆଉ ତୁରନ୍ତ ଭଦ୍ରକର ବରିଷ୍ଠ ନେତାଙ୍କୁ ଡାକି କଲେ ନବୀନ ନିବାସରେ କଲେ ବୈଠକ। ଆଉ ଗୋଟିଏ ପରେ ଗୋଟିଏ ବ୍ଲକ ଅଧ୍ୟକ୍ଷ ଯେପରି ଆଉ ବିଜେଡି ଛାଡି ଯିବେନି ସେ ଦାୟିତ୍ବ ଏବେ ପ୍ରଫୁଲ୍ଲ ସାମଲଙ୍କୁ ଦିଆଯାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhadrak#PrafullaSamal#odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us