#ଘଟଣାସ୍ଥଳର_ସିସିଟିଭି_ଫୁଟେଜ_କିଏ_ନେଲା ?
ଗତକାଲି ଏସପି ଆସି ଭବିଷ୍ୟବାଣୀ କଲେ । ସେ କଣ ଜ୍ୟୋତିଷବିଦ୍ୟାରେ ପିଏଚଡି କରିଛନ୍ତି । କିଛି ଠୋସ୍ ପ୍ରମାଣ ନାହିଁ କେଉଁ ଆଧାରରେ ବିକ୍ରମ ପଣ୍ଡାଙ୍କୁ ଗିରଫ କଲେ । ସେଦିନ ଏସପି ଓ ଆଇଆଇସି କାହିଁକି ଛୁଟିରେ ଥିଲେ । ଘଟଣାସ୍ଥଳର ସିସିଟିଭି ଫୁଟେଜ କୁଆଡ଼େ ଗଲା: ଚିନ୍ମୟ ସାହୁ, ଯୁବ ବିଜେଡି ସଭାପତି
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BJD#Protest#BikramPanda#pitabasamurdercase#Berhampore
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us