#ମୁଖ୍ୟମନ୍ତ୍ରୀ_ମନ୍ତ୍ରୀଙ୍କ_ବାସଭବନ_ଚମକାଇବା_ପାଇଁ_ଖର୍ଚ୍ଚ_ହୋଇଛି_3_କୋଟି_39_ଲକ୍ଷ
ଗୃହରେ ଆସିଲା ଉତ୍ତର କେଉଁ ମନ୍ତ୍ରୀଙ୍କ କ୍ବାର୍ଟର ଚମକାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି। ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡିଛି କେତେଟଙ୍କା ଖର୍ଚ୍ଚ ହେଉଛି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ହୋଇଛି 3 କୋଟି 39 ଲକ୍ଷ ଟଙ୍କା ସର୍ବାଧିକ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ବାସଭବନରେ 73 ଲକ୍ଷ 57 ହଜାର ଟଙ୍କା ଖର୍ଚ୍ଚ ହୋଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#OdishaAssembly#remodeling#houserenovation#residence
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
