#କଗ୍ରେସ_କେବଳ_ନାଟକ_କରୁଛି
କଂଗ୍ରେସ ଦଳ ନିଜର ଉପସ୍ଥିତି ଜାହିର କରିବା ପାଇଁ କେବଳ ନାଟକ ବାଜି କରୁଛି। ଯେତେବେଳେ ଆମେ ଚାଷୀଙ୍କ ପାଇଁ ରାତି ରାତି ମଣ୍ଡିରେ ରହି ଆନ୍ଦୋଳନ କରୁଥିଲୁ ସେତେବେଳେ କଂଗ୍ରେସ କୁଆଡେ ଯାଇଥିଲା। ନିକଟରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କଲା। କଂଗ୍ରେସ ସମର୍ଥନ ସମର୍ଥନ ଦେଲା, ହେଲେ ହେଲା କଣ । ଆନ୍ଦୋଳନ ସଫଳ ହେଲାନି: ସୁରଥ ବିଶ୍ୱାଳ. ବିଜେପି ମୁଖପାତ୍ର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Surathbiswal#BJP#Odishacongress#Farmersissue
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
