Advertisment

ପୁଣି ମୁଣ୍ଡ ଟେକିଲେ ସୁଜାତା, ବବିଙ୍କ ପିରିୟଡରେ କାମକୁ ନେଇ ସମାଲୋଚନା | Jajpur MLA Sujata Sahu |BJD | OR

author-image
Odisha Reporter

#ପୋଲ_ଖୋଲିଦେଲେ_ବିଧାୟିକା_ସୁଜାତା_ସାହୁ
ପ୍ରତାପ ଦେବଙ୍କ ପରେ ମୁହଁ ଖୋଲିଲେ ସୁଜାତା। ସେ ବି କହିଲେଣି ବିଜେଡି ସରକାରରେ କିଛି କାମ ହୋଇ ନଥିଲା। ଏପରି କି ବିଜେଡି ର ସୁପ୍ରିମ ପାଓ୍ବାରଫୁଲ ଥିବା ବବି ଦାସଙ୍କ ଅଞ୍ଚଳରେ ବି ହେଉଥିଲା ବ୍ୟାପକ ଚଂଚକତା। ଖାଲି ପାଇପ ପଡ଼ିଗଲା। ହେଲେ ୭ ବର୍ଷ ଭିତରେ ପଞ୍ଚାୟତବସୀ ବୁନ୍ଦେ ପାଣି ପାଇଲେ ନାହିଁ। ପାନୀୟ ଜଳକୁ ଯୋଗାଣକୁ ନେଇ ବିଧାନସଭା ପ୍ରଶ୍ନକାଳରେ ଏମିତି କିଛି କହି ଗତ ସରକାରର ପୋଲ ଖୋଲିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter ##irrigation#waterproject#jajpur#Odisha#OdishaReporter

Advertisment
Odisha Reporter Odisha Politics Bobby Das Pratap Dev Jajpur News odisha reporter youtube Odisha political update Odisha viral video Odisha Headlines Odisha Today News Odisha scam exposed Odia viral news Sujata Sahoo Sujata Sahoo Speech BJD Corruption Bobby Das Constituency BJD Govt Failure Sujata Sahoo Viral Odisha MLA Sujata Sahoo Odisha Water Crisis Paniya Jala Scam BJD Issues Odisha Political Storm Odia Politics Today