Advertisment

ପୁଣି ମୁଣ୍ଡ ଟେକିଲେ ସୁଜାତା, ବବିଙ୍କ ପିରିୟଡରେ କାମକୁ ନେଇ ସମାଲୋଚନା | Jajpur MLA Sujata Sahu |BJD | OR

Advertisment

#ପୋଲ_ଖୋଲିଦେଲେ_ବିଧାୟିକା_ସୁଜାତା_ସାହୁ
ପ୍ରତାପ ଦେବଙ୍କ ପରେ ମୁହଁ ଖୋଲିଲେ ସୁଜାତା। ସେ ବି କହିଲେଣି ବିଜେଡି ସରକାରରେ କିଛି କାମ ହୋଇ ନଥିଲା। ଏପରି କି ବିଜେଡି ର ସୁପ୍ରିମ ପାଓ୍ବାରଫୁଲ ଥିବା ବବି ଦାସଙ୍କ ଅଞ୍ଚଳରେ ବି ହେଉଥିଲା ବ୍ୟାପକ ଚଂଚକତା। ଖାଲି ପାଇପ ପଡ଼ିଗଲା। ହେଲେ ୭ ବର୍ଷ ଭିତରେ ପଞ୍ଚାୟତବସୀ ବୁନ୍ଦେ ପାଣି ପାଇଲେ ନାହିଁ। ପାନୀୟ ଜଳକୁ ଯୋଗାଣକୁ ନେଇ ବିଧାନସଭା ପ୍ରଶ୍ନକାଳରେ ଏମିତି କିଛି କହି ଗତ ସରକାରର ପୋଲ ଖୋଲିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter ##irrigation#waterproject#jajpur#Odisha#OdishaReporter

Advertisment
Odia Politics Today Odia viral news Odisha Headlines Odisha Political Storm BJD Issues Paniya Jala Scam Odisha Water Crisis Odisha scam exposed Odisha MLA Sujata Sahoo Sujata Sahoo Viral Odisha Today News Odisha political update BJD Govt Failure Odisha viral video Jajpur News Odisha Politics Pratap Dev Bobby Das Constituency Bobby Das BJD Corruption Sujata Sahoo Speech Sujata Sahoo odisha reporter youtube Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe