Advertisment

ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା । | Case Filed Against BJD Leader Bobby Das | OR

Advertisment

ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା । ନୂଆପଡ଼ା କୋମନା ଥାନା ଅଞ୍ଚଳରେ ଜନୈକ ଯୁବକଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ କଲା ପୋଲିସ । ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ ଲାଗିଛି ବିଏନଏସ ସେକ୍ସନ ୧୨୬(୨), ୨୯୬, ୧୧୫(୨), ୩୫୧(୨) ଓ ୩ (୫) । କୋମନା ଥାନା ଅଞ୍ଚଳର ଜିତୁ ଅଡବଙ୍ଗ ଉଭୟଙ୍କ ନାଁରେ ଏତଲା ଦେଇଥିଲେ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି,ତାଙ୍କୁ ମାଡ଼ ମରାଯାଇଥିବା ଏତଲାରେ ଦର୍ଶାଇଥିଲେ ଜିତୁ।
#OdishaReporter#bobbydas#caseagainstbjd#nuapadabyelection
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Odisha Politics Odisha News Manoj Mishra National News Adhiraj Panigrahi odia breaking news national news in odia odisha reporter youtube odia news live oriya news today Odisha breaking news Nuapada News Odisha Viral News BJD news BJD Controversy Odisha viral video Odisha crime news Nuapada by-election 2025 OTV FeeDin BJD Leader Bobby Das Komna Police BJD Leader Case Odisha Law Odisha Police Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe