#ନିୟମ_କାନୁନ_ମାନୁନାହାନ୍ତି_ମୁଖ୍ୟମନ୍ତ୍ରୀ
ନିୟମ କାନୁନ ମାନୁନାହାନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରଚାର ପାଇଁ ଯିବା ସମୟରେ ରାସ୍ତା ଅବରୋଧ କରି ସଭା ପାଇଁ କିଭଳି ପରମିସନ ଦେଇଥିଲେ ଜିଲ୍ଲାପାଳ, ଯେତେବେଳେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁମତି ଦେଇନଥିଲେ, ଏଠି କିପରି ନିୟମ ନ ମାନି ଅନୁମତି ଦେଇଥିଲେ ରାସ୍ତା ଅବରୋଧ କରି ନିର୍ବାଚନୀ ସଭା କରିବା ପାଇଁ। ତେଣୁ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଆମର ଏକ ପ୍ରତିନିଧି ଦଳ: ଲେନିନ ମହାନ୍ତି, ବିଜେଡି ମୁଖପାତ୍ର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#leninmohanty#BJD#ChiefElectionCommissioner
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
