#ପୋଲିସ_ଗାଡ଼ିର_ନାହିଁ_ଫିଟନେସ୍_ଓ_ପିୟୁସସି
ପରିବହନ ବିଭାଗର ପ୍ରଦୂଷଣ ସାର୍ଟିଫିକେଟ ବିରୋଧରେ ଭୁବନେଶ୍ବର ଆରଟିଓ ୱାନ୍ ସମ୍ମୁଖରେ ବିଜେଡ଼ି ଯୁବ ଛାତ୍ରର ବଡ ବିକ୍ଷୋଭ । ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁଙ୍କ ନେତୃତ୍ଵରେ ହଜାର ହଜାର କର୍ମୀ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ପ୍ରଦୂଷଣ ସାର୍ଟିଫିକେଟ୍ ନାଁ ରେ ସରକାର କରୁଥିବା ଲୁଟକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଏହି ବିକ୍ଷୋଭ ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ଓ ପୋଲିସ ଭ୍ୟାନର ଫିଟନେସ୍ ଓ ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବା ଦେଖିବାକୁ ମିଳିଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#pollutioncertificate#BJD#Protest#Bhubaneswar
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
