‘ଉଦିତ ବାହାରିଲା ମୋ ଲାଇଫ୍ ରିସ୍କ ଅଛି’ || Big Allegation on Ex-NSUI President Udit Pradhan After Jail Release || Odisha Reporter
ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନାମରେ ପୁଣି ଅଭିଯୋଗ ଆଣିଲେ ଯୁବତୀ । ଜେଲ ରୁ ବାହାରିବା ପରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ ।କହିଲେ ଜେଲ ରୁ ବାହାରିବା ପରେ ମୋତେ ଚିହ୍ନିନାହିଁ ବୋଲି କହିଛନ୍ତି ଉଦୀତ । ଏହାର ବିରୁଦ୍ଧରେ ରହିଛି ଯଥେଷ୍ଟ ପ୍ରମାଣ । ଏହି ସବୁ ପ୍ରମାଣ କୁ ଆଜି ସାର୍ବଜନୀନ କରିଛନ୍ତି ଯୁବତୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#uditpradhan#congress#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us