Advertisment

‘ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପାଇଁ ଆମେ ବିଜେପି ବାଛିଲୁ’ || BJP's Mishrana Parva in Kendrapada || OR

Advertisment

#ଲୋକଙ୍କ_ମୁଖ୍ୟମନ୍ତ୍ରୀଙ୍କୁ_ପାଇଁ_ଆମେ_ବିଜେପି_ବାଛିଲୁ’
କେନ୍ଦ୍ରାପଡା ଜିଲ୍ଲା ଆଳି ବିଜେପି ପକ୍ଷରୁ ଆଟାଳ ପଞ୍ଚାୟତରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଅଟାଳ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପାରେଶ୍ଵର ପାଢ଼ୀଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।ଏହି ମିଶ୍ରଣ ବିଜେପିର କେନ୍ଦ୍ରାପଡା ଜିଲ୍ଲା ଉପ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରିଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Kendrapada#kendrapadabjp#bjp#odisha#OdishaReporter

Advertisment
Odisha update news BJP news today Odisha trending politics Kendrapara district news Odisha live news BJP strengthening Odisha Kendrapara headline news BJP event Odisha Odisha regional politics political development Odisha Aali Kendrapara news joining ceremony BJP BJP Kendrapara Krushna Chandra Panda Kendrapara political news Pareshwar Padhi joins BJP Mishrana Parba BJP BJP joining program Atal Panchayat event Aali block news Kendrapara news
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe