'ପାଣ୍ଡିଆନ ଭିତରେ ପସିଗଲେ ଆମେ ଚୁପ୍ ରହିଲୁ' || Sambit Routray on VK Pandian || Political Storm || Naveen Patnaik |Odisha Reporter
ନବୀନ କହୁଥିବା କଥାକୁ ବଢେଉ ଚଢେଇ କହୁଥିଲେ ପାଣ୍ଡିଆନ୍ , ତାଙ୍କର ଆତ୍ମବିଶ୍ବାସ ବଢ଼ିଯାଇଥିଲା। ସେ ହିଁ ପ୍ରାର୍ଥୀ ଚୟନରେ ଭୁଲ୍ କରିଥିବା କହିଛନ୍ତି ସମ୍ବିତ। ଯାହାକୁ ନବୀନଙ୍କ ନିର୍ଦ୍ଦେଶ ଭାବି ମାନି ନେଉଥିଲେ ନେତା । ସମ୍ବିତ କହିଛନ୍ତି , ଇନ୍ଦ୍ରପୁରୀରୁ କଣ ଆସିଛି ନିର୍ଦ୍ଦେଶ ଆମେ ମର୍ତ୍ତ୍ୟପୁରୀରେ ରହି ଜାଣି ନଥିଲୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#VKPandian#bjd#SambitRoutray#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us