Advertisment

ହୁଅନ୍ତା ଉପ ନିର୍ବାଚନ ବିକ୍ରମ ହୁଅନ୍ତେ ବିଧାୟକ ଆଉ ପିଣ୍ଟୁଙ୍କୁ କରାନ୍ତେ ମେୟର | Political Rivalry | Berhampur

author-image
Odisha Reporter

ହୁଅନ୍ତା ଉପ ନିର୍ବାଚନ ବିକ୍ରମ ହୁଅନ୍ତେ ବିଧାୟକ ଆଉ ପିଣ୍ଟୁଙ୍କୁ କରାନ୍ତେ ମେୟର | Political Rivalry | Berhampur Crime| Odisha Reporter
ବାର କାଉନସିଲ ନିର୍ବାଚନ ବେଳେ ପୀତବାସ ପଣ୍ଡା ଏବଂ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଲା। ଷ୍ଟେଟ୍ ବାର କାଉନସିଲ ନିର୍ବାଚନରେ ପୀତବାସ ସର୍ବାଧିକ ଭୋଟ ପାଇଥିଲେ। ପୀତବାସଙ୍କ ରାଗ ବିକ୍ରମ ପଣ୍ଡାଙ୍କ ଯୋଗୁଁ ସେ ଚେୟାରମ୍ୟାନ କି ଭାଇସଚେୟାରମ୍ୟାନ ହୋଇପାରିଲେନି। ପୀତବାସ ଶପଥ ନେଇଥିଲେ ସେ ବିକ୍ରମଙ୍କୁ ଏକ୍ସପୋଜ କରି ତାଙ୍କ ପଲଟିକାଲ କ୍ୟାରିଅର ଖତମ କରିଦେବେ । ବିକ୍ରମ ପଣ୍ଡାଙ୍କ କାନରେ ଯେଉଁଭଳି ଏ କଥା ପଡିବ ସେଥିପାଇଁ ପୀତବାସ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#pitabaspanda#berhampur#murdermistry#Odisha#OdishaReporter

Advertisment
Berhampur news Odisha crime update Odisha exclusive report Odisha political scandal Odisha lawyer politics OTV FeeDin Odisha Latest News Odisha Investigation Bikram Panda controversy Pitabas Panda case Odisha political drama Bar Council Odisha Odisha political rivalry Bikram Panda rivalry Pitabas Panda murder Odisha crime news Odisha Politics Bar Council election Bikram Panda Pitabas Panda national news in odia Odisha Reporter