Advertisment

5 ଦିନ ପରେ କାହିଁକି ଅରବିନ୍ଦଙ୍କ ବିରୋଧରେ ମେଳି ? || BJD’s Patkura Press Conference Sparks Debate || OR

author-image
Odisha Reporter

5 ଦିନ ପରେ କାହିଁକି ଅରବିନ୍ଦଙ୍କ ବିରୋଧରେ ମେଳି ? || BJD’s Patkura Press Conference Sparks Debate || Odisha Reporter
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପାଞ୍ଚ ଦିନ ପରେ ପାଟକୁରା ବିଜେଡି ସାମ୍ୱାଦିକ ସମ୍ମିଳନୀ କରିଛି । ଏହି ସମ୍ମିଳନୀରେ 6 ଜଣ ଜିଲ୍ଲା ପରିଷଦ ସଭ୍ୟ, ଦୁର୍ନୀତି, ବିଶ୍ୱାସଘାତକ, ଦଳୀୟ କର୍ମୀଙ୍କ ଅବେହେଳା ନେଇ ହୋଇ ଥିବା ପ୍ରଶ୍ନକୁ ଥ, ଥ, ମ, ମ ହୋଇ ଚିରା ଚରିତ ଢଙ୍ଗରେ ବିଜେଡି ଉତ୍ତର ରଖିଛି । ଦୀର୍ଘ ବର୍ଷ ଧରି ଦଳରେ ଥିବା ଦଳୀୟ କର୍ମୀ ଓ ପଦ ପଦବୀରେ ଥିବା ଜନ ପ୍ରତିନିଧିଙ୍କୁ ଅଣଦେଖା, କାର୍ଯ୍ୟକ୍ରମରେ ସାଂଗଠାନିକ ଅବହେଳା, ଜିଲ୍ଲା ପରିଷଦ, ସମିତି ସଭ୍ୟ ଥିବା ନିଜସ୍ଵ ପାଣ୍ଠିକୁ ରୋକ୍ ଲଗାଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Patkura#bjd#ArvindMohapatra#bjdmeeting

Advertisment
Odisha Odisha Reporter Odisha News Odisha Party Politics National News latest odia news national news in odia odisha reporter youtube today news ajira odia news odia news live oriya news today Odisha breaking news Odisha political news BJD Controversy BJD internal conflict Arbind Mahapatra suspension Kendrapada Politics Patkura BJD Patkura politics BJD press conference district parishad members BJD workers issue Patkura MLA news