Advertisment

5 ଦିନ ପରେ କାହିଁକି ଅରବିନ୍ଦଙ୍କ ବିରୋଧରେ ମେଳି ? || BJD’s Patkura Press Conference Sparks Debate || OR

Advertisment

5 ଦିନ ପରେ କାହିଁକି ଅରବିନ୍ଦଙ୍କ ବିରୋଧରେ ମେଳି ? || BJD’s Patkura Press Conference Sparks Debate || Odisha Reporter
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପାଞ୍ଚ ଦିନ ପରେ ପାଟକୁରା ବିଜେଡି ସାମ୍ୱାଦିକ ସମ୍ମିଳନୀ କରିଛି । ଏହି ସମ୍ମିଳନୀରେ 6 ଜଣ ଜିଲ୍ଲା ପରିଷଦ ସଭ୍ୟ, ଦୁର୍ନୀତି, ବିଶ୍ୱାସଘାତକ, ଦଳୀୟ କର୍ମୀଙ୍କ ଅବେହେଳା ନେଇ ହୋଇ ଥିବା ପ୍ରଶ୍ନକୁ ଥ, ଥ, ମ, ମ ହୋଇ ଚିରା ଚରିତ ଢଙ୍ଗରେ ବିଜେଡି ଉତ୍ତର ରଖିଛି । ଦୀର୍ଘ ବର୍ଷ ଧରି ଦଳରେ ଥିବା ଦଳୀୟ କର୍ମୀ ଓ ପଦ ପଦବୀରେ ଥିବା ଜନ ପ୍ରତିନିଧିଙ୍କୁ ଅଣଦେଖା, କାର୍ଯ୍ୟକ୍ରମରେ ସାଂଗଠାନିକ ଅବହେଳା, ଜିଲ୍ଲା ପରିଷଦ, ସମିତି ସଭ୍ୟ ଥିବା ନିଜସ୍ଵ ପାଣ୍ଠିକୁ ରୋକ୍ ଲଗାଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Patkura#bjd#ArvindMohapatra#bjdmeeting

Advertisment
Patkura MLA news Odisha Party Politics BJD workers issue Kendrapada Politics Odisha breaking news BJD Controversy district parishad members BJD internal conflict Odisha political news BJD press conference Patkura politics Arbind Mahapatra suspension Patkura BJD Odisha National News oriya news today odia news live ajira odia news today news odisha reporter youtube national news in odia Odisha Reporter latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe