#ଶ୍ରୀମୟୀଙ୍କ_ମନ୍ତବ୍ୟ_ଦେବା_ଭୁଲ
ବିଜୁ ଜୟନ୍ତୀ ଦିବସରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ତେବେ ଶ୍ରୀମୟୀଙ୍କ ଟୁଇଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ରାଜ୍ୟବାସୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ୱର୍ଗଦ୍ୱାର ଠାରେ ବିଜୁ ସ୍ମାରକୀ ସମାଧୀ ଉଠାଇବାକୁ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ। ଆଜି ଦିନରେ ଏଭଳି ମନ୍ତବ୍ୟ ଶ୍ରୀମୟୀଙ୍କୁ ଶୋଭା ଦେଉନାହିଁ ବୋଲି କହିଛନ୍ତି ଦେବାଶିଷ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#OdishaReporter#DebashishSamantaray#bjd#NaveenPatnaik#Shreemayeemishra
'ଶ୍ରୀମୟୀଙ୍କ ମନ୍ତବ୍ୟ ଦେବା ଭୁଲ' || Debashish Samantaray || Naveen Patnaik || Rajya Sabha Election ||OR