#ପାହାଡ_ଟାପୁରେ_200_କୋଟିର_ଗଞ୍ଜେଇ_ତେଲ
ଚାରିଆଡେ ପାଣି, ଭିତରେ ଚାଲିଥିଲା ନିଶା ଫ୍ୟାକ୍ଟ୍ରି। କୋରାପୁଟର ଜଳାପୁଟ ଜଳଭଣ୍ଡାର ଭିତରେ ବେଧଡକ ଗଞ୍ଜେଇ କାରବାର। ଇଏ ଶୁଖିଲା ଗଞ୍ଜେଇ ନୁହେଁ, କୋଟି କୋଟିର ଗଞ୍ଜେଇ ତେଲ। ବ୍ୟାରେଲ ବ୍ୟାରେଲ ଭର୍ତ୍ତି ନିଶା ସାମଗ୍ରୀ। ଦେଖନ୍ତୁ ପାହାଡର ଟାପୁ ଉପରେ କେମିତି ଚାଲିଥିଲା ହଶିଶ୍ ଓଏଲ ୟୁନିଟ୍। #hashishoil
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ganjaoil#operationgreenclean#koraput#policeaction#ExciseDepartment#NDPSAct
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
