Advertisment

2020 ନବୀନ କହିଥିଲେ, ମଉଳିଗଲା ଆଶା || Rajendra & Maa Manikeswari University Still Without Faculty || OR

Advertisment

2020 ନବୀନ କହିଥିଲେ, ମଉଳିଗଲା ଆଶା || Rajendra & Maa Manikeswari University Still Without Faculty ||Balangir || Kalahandi Bhawanipatna || Odisha Reporter
ଓଡିଶାର ସର୍ବପୂରାତନ କଲେଜ ରାଜେନ୍ଦ୍ର ମହାବିଦ୍ୟାଳୟ । ୨୦୨୦ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ନିଜେ କଲେଜକୁ ଆସି ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଥିଲେ । । ଖୁସି ହୋଇଯାଇଥିଲେ ଛାତ୍ରଛାତ୍ରୀ ଓ ବଲାଙ୍ଗିରର ଜନସାଧାରଣ । ଆଶା ଥିଲା ବିଶ୍ବବିଦ୍ୟାଳୟରେ ଆମ ପିଲା, ହାତ ପାହାନ୍ତାରେ ଉଚ୍ଚଶିକ୍ଷା ପାଇବେ । ଗବେଷଣା କରିବେ । ଭଲ ପଢିବେ, ଆଗକୁ ବଢିବେ । କିନ୍ତୁ ଆରମ୍ଭରୁ ଆଶା ମଉଳିଗଲା । ଆଜିଯାଏ ଜଣେ ପ୍ରଫେସରଙ୍କ ଚେହେରା ଦେଖିନି ବିଶ୍ବବିଦ୍ୟାଳୟ ।
#OdishaReporter#bolangir#NaveenPatnaik#collegedevelopment
#odisha
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Kalahandi University maa manikeswari university bhawanipatna Education ground report Odisha Student issues Odisha Odisha higher education Bolangir education news University without professors Odisha education crisis Naveen Patnaik university announcement Odisha university news Rajendra College Odisha Rajendra University Bolangir odia news live national news in odia Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe