#ଗୋଟାଏ_ମିନିଟରେ_୪_PUCC_ସାର୍ଟିଫିକେଟ୍
ଗୋଟିଏ ଗାଡ଼ି ଟେଷ୍ଟିଂ ପାଇଁ ୫ରୁ ୭ ମିନିଟ୍ ସମୟ ଲାଗୁଥିବାବେଳେ କିଛି ସେଣ୍ଟର ଗୋଟିଏ ମିନିଟରେ ସାର୍ଟିଫିକେଟ୍ ପ୍ରଦାନ କରୁଥିଲେ । ଏହାଛଡ଼ା ଟେଷ୍ଟିଂ ନକରି କେବଳ ଗାଡ଼ିର ଫଟୋ ଦେଖି କିଛି ସେଣ୍ଟର ପଲ୍ୟୁସନ୍ ସାର୍ଟିଫିକେଟ୍ ଦେଉଥିଲେ । ଅଭିଯୋଗର ତଦନ୍ତ କରି ଆରଟିଓ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଅପରାଧିକ ମାମଲା ରୁଜୁ ସହ ଗିରଫ ନିର୍ଦ୍ଦେଶ
ସୂଚନା ଦେଲେ ଅତିରିକ୍ତ ପରିବହନ କମିଶନର ଦୀପ୍ତିରଞ୍ଜନ ପାତ୍ର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhubaneswar#PUCC#RTO#sta#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us