Advertisment

ସାଇକେଲର ଦାମ୍ 6 ଲକ୍ଷ | National Cycling Championship Sambalpur 2025 | Cycling Event |Odisha Reporter

author-image
Odisha Reporter

ସମ୍ବଲପୁରରେ ୩୦ତମ ନ୍ୟାଶନାଲ୍ ରୋଡ୍ ସାଇକ୍ଲିଙ୍ଗ ଚ୍ୟାମ୍ପିଅନଶିପ–୨୦୨୫। ଆଜି ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସାଇକ୍ଲିଙ୍ଗ ଫେଡେରେସନ୍ ଅଫ୍ ଇଣ୍ଡିଆ ଅଧିନରେ ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ୍ ଦ୍ୱାରା ଏହି ଚ୍ୟାମ୍ପିଅନଶିପ ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ ଜାତୀୟ ସଡକ ସାଇକ୍ଲିଙ୍ଗ ଚ୍ୟାମ୍ପିଅନଶିପର ଆୟୋଜନ ହେଉଛି। ଯେଉଁଥିରେ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧,୦୦୦ରୁ ଅଧିକ ସାଇକ୍ଲିଷ୍ଟ ପ୍ରତିଯୋଗିତାରେ ଭାଗ ନେବେ । ସେଥିରୁ ପ୍ରାୟ ୪୦୦ ଜଣ ମହିଳା ପ୍ରତିଯୋଗୀ ଅଛନ୍ତି। ଦେଶର ସିନିଅର, ଜୁନିଅର ଓ ସବ୍-ଜୁନିଅର ଖେଳାଳିମାନେ ଏଥିରେ ଅଂଶ ଗ୍ରହଣ କରିବେ। ଏହି ଚ୍ୟାମ୍ପିଅନଶିପରୁ ଶ୍ରେଷ୍ଠ ପଦର୍ଶନ କରିଥିବା ଖେଳାଳିମାନଙ୍କୁ ଜାପାନରେ ହେବାକୁ ଥିବା ଆସନ୍ତା ଏସିଆନ୍ ଗେମ୍ସ, ପାଇଁ ଖେଳାଳି ବଛାଯିବେ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#sambalpur#cycle#competition#roadcycling#champian

Advertisment
National Cycling Championship Sambalpur 2025 national cycling event Odisha cycling competition India super cycle India Indian cyclists sports events India OTV FeeDin Sambalpur news Odisha sports news cycling race Sambalpur professional cycling India expensive cycle India 6 lakh cycle India cycling championship Sambalpur cycling event National Cycling Championship 2025 Sambalpur National Cycling Championship Odisha Reporter odisha reporter youtube