Advertisment

ନ୍ୟୁଡ୍ ଭିଡିଓ କଲ୍ କରି ନେଇଗଲେ 80 ଲକ୍ଷ | Cyber Trap Exposed | Senior Citizen Trapped in Sextortion |OR

Advertisment

ନ୍ୟୁଡ୍ ଭିଡିଓ କଲ୍ କରି ନେଇଗଲେ 80 ଲକ୍ଷ || Cyber Trap Exposed || Senior Citizen Trapped in Sextortion || Odisha Reporter
ବରିଷ୍ଠ ନାଗରିକଙ୍କ ଠାରୁ 88 ଲକ୍ଷ ଟଙ୍କାର Sextortion କରି ଠକେଇ ଅଭିଯୋଗ । 5 ଜଣ ସାଇବର ଠକଙ୍କୁ ଗିରଫ‌ କଲା କଟକ ସାଇବର ଥାନା ପୋଲିସ । କଟକର ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆ ତଥା ବରିଷ୍ଠ ନାଗରିକଙ୍କୁ Sextortion କରିଥିଲେ ଏହି ଅଭିଯୁକ୍ତମାନେ। ଅଭିଯୁକ୍ତଙ୍କ ନିକଟରୁ ନଗଦ 14 ଲକ୍ଷ ଟଙ୍କା ସହ ସୁନା ଗହଣା, ଏକାଧିକ ବ୍ୟାଙ୍କ ପାସବୁକ୍, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ, ମୋବାଇଲ ଫୋନ, ଗୋଲ୍ଡ କଏନ ଆଦି ଜବତ କରାଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter ##seniorcitizens#cyberfraud#Cuttack#CommissioneratePolice

Advertisment
Odisha Reporter National News national news in odia cyber crime Odisha Odisha crime news today Cuttack sextortion case sextortion scam Odisha Cuttack cyber police senior citizen cyber fraud sextortion arrest India Odisha cyber crime news online blackmail case cyber fraud latest news retired officer cheated sextortion racket busted cyber police action digital arrest case online scam India Cuttack police news cyber criminals arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe