Advertisment

୭ ଦିନର ଶିଶୁକୁ ସାପ କାମୁଡିବା ପରେ ଫେରି ପାଇଲା ଜୀବନ | Balasore Hospital Miracle Story | Odisha Reporter

author-image
Odisha Reporter

ସାତ ଦିନର ଶିଶୁକୁ ସାପ କାମୁଡିବା ପରେ ମଧ୍ୟ ଫେରି ପାଇଲା ଜୀବନ। ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ। ଗତ ଅଗଷ୍ଟ ୧୫ ତାରିଖରେ ଜଣେ ବ୍ୟକ୍ତି ନିଜର ୭ ଦିନର ନବଜାତ ଶିଶୁ କୁ ନେଇ ହସ୍ପିଟାଲ ଧାଇଁ ଆସିଥିଲେ। ତେବେ ପିଲାଟିର ମୁଣ୍ଡ କୁ ସାପ କାମୁଡ଼ିବା ପରେ ସ୍ଵାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା। ତେବେ ତାର ସଫଳ ଚିକିତ୍ସା କରିଥିଲେ ଶିଶୁ ବିଭାଗର ବରିଷ୍ଠ ଡ଼ାକ୍ତର ଅରୁଣ କୁମାର ଗିରି।
#OdishaReporter#miracle#specialstory#balasore#doctor_miracle
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Reporter National News odisha reporter youtube Odisha Viral News Odisha viral video Baleshwar news Baleshwar latest news Odisha health news Odisha ground report Odia news update trending Odisha Balasore hospital snake bite newborn 7 day old baby snake bite Odisha miracle story Dr Arun Kumar Giri newborn treatment snake bite rescue district headquarters hospital rare medical case baby saved story newborn miracle Odisha baby snakebite case