Advertisment

୭ ଦିନର ଶିଶୁକୁ ସାପ କାମୁଡିବା ପରେ ଫେରି ପାଇଲା ଜୀବନ | Balasore Hospital Miracle Story | Odisha Reporter

Advertisment

ସାତ ଦିନର ଶିଶୁକୁ ସାପ କାମୁଡିବା ପରେ ମଧ୍ୟ ଫେରି ପାଇଲା ଜୀବନ। ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ। ଗତ ଅଗଷ୍ଟ ୧୫ ତାରିଖରେ ଜଣେ ବ୍ୟକ୍ତି ନିଜର ୭ ଦିନର ନବଜାତ ଶିଶୁ କୁ ନେଇ ହସ୍ପିଟାଲ ଧାଇଁ ଆସିଥିଲେ। ତେବେ ପିଲାଟିର ମୁଣ୍ଡ କୁ ସାପ କାମୁଡ଼ିବା ପରେ ସ୍ଵାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା। ତେବେ ତାର ସଫଳ ଚିକିତ୍ସା କରିଥିଲେ ଶିଶୁ ବିଭାଗର ବରିଷ୍ଠ ଡ଼ାକ୍ତର ଅରୁଣ କୁମାର ଗିରି।
#OdishaReporter#miracle#specialstory#balasore#doctor_miracle
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Baleshwar latest news baby snakebite case newborn miracle Odisha Odisha viral video baby saved story rare medical case district headquarters hospital Odia news update trending Odisha Odisha ground report snake bite rescue Odisha health news newborn treatment Dr Arun Kumar Giri Odisha miracle story 7 day old baby snake bite Odisha Viral News snake bite newborn Balasore hospital Baleshwar news National News odisha reporter youtube Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe