Advertisment

ଖେଳନା ଗିଳି ଆଖି ବୁଜିଲା ଶିଶୁ || Chips Packet Toy Kills Child || Kandhamal Tragedy ||Odisha Reporter

Advertisment

#ଚିପ୍ସ_ପ୍ୟାକେଟର_ଖେଳନା_ନେଇଗଲା_ଜୀବନ
ଚିପ୍ସ ପ୍ୟାକେଟରେ ଥିବା ଖେଳନା ନେଇଗଲା ଜଣେ ଶିଶୁର ଜୀବନ । ଏ କଥା ଶୁଣିଲେ ଆପଣ ମଧ୍ୟ ବିଚଳିତ ହୋଇଯିବେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ୍ୟ। ଗେହ୍ଲା ପୁଅ ପାଇଁ ଆଣିଥିବା ଚିପ୍ସ ପ୍ୟାକେଟଟି ଜୀବନ ନେଇଯିବ ଏକଥା କେବେ ବି ବାପା ଭାବିନଥିଲେ। ହେଲେ ସେହି ଚିପ୍ସ ପ୍ୟାକେଟ ହିଁ ଏବେ ପୁଅର ଜୀବନ ନେଇଯାଇଛି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିକରମାହା ଗ୍ରାମ ନିକଟ ମୁସିମାହାରେ ଦେଖିବାକୁ ମିଳିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#chipspacket#baliguda#ChildDeath#OdishaReporter

Advertisment
Odisha Heartbreaking Story Daringbadi news kids safety awareness toy inside chips packet danger Breaking News Odisha viral Odisha news shocking news Odisha chips packet toy accident child safety india musimaha tragedy Kandhamal news odisha tragic incident child dies from chips toy chips packet toy danger Odisha National News oriya news today odia news live ajira odia news odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe