Advertisment

ଯୁବତୀଙ୍କ ଜୀବନ ବଞ୍ଚାଇଲା ମଲା କୁକୁର | Odisha Reporter

author-image
Odisha Reporter

#ଜୀବନ_ବଞ୍ଚାଇଲା_ମଲା_କୁକୁର
ମଲା କୁକୁର ବଞ୍ଚାଇ ଦେଲା ଜଣେ ଛାତ୍ରୀର ଜୀବନ । କଥାଟା ବିଶ୍ବାସ ଲାଗୁନଥିଲେ ବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ । ନିଜ ଜୀବନ ହାରିବା ପାଇଁ ପାରଳାଖେମୁଣ୍ଡିର ଏକ ବେସରକାରୀ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ଆନ୍ଧ୍ରକୁ ସଂଯୋଗ କରୁଥିବା ମହେନ୍ଦ୍ରତନୟା ନଦୀ ଉପରେ ଥିବା ପୋଲ ଉପରୁ ଡେଇଁ ପଡ଼ିଥିଲେ । ନଦୀରେ ପାଣି ନଥିବାରୁ ପୋଲ ତଳର କଂକ୍ରିଟ ଉପରେ ପଡ଼ିଥିଲେ। ହେଲେ କେହି ଜଣେ ଏକ କୁକୁରର ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗିଥିଲେ। ଛାତ୍ରୀ ଜଣକ ସେହି ବସ୍ତା ଉପରେ ପଡ଼ିଥିଲେ । ତେଣୁ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Gajapati#Paralakhemundi#LifeSaver#schoolstudent

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News