Advertisment

ମକର ସଂକ୍ରାନ୍ତିରେ ଜବରଦସ୍ତ ଡାନ୍ସ | Odisha Reporter

author-image
Odisha Reporter

#ମକର_ସଂକ୍ରାନ୍ତିରେ_ଜବରଦସ୍ତ_ଡାନ୍ସ
ମକର ସଂକ୍ରାନ୍ତି ଅବସରରେ ଗଜପତି ଜିଲ୍ଲା ହୋଇପଡିଛି ଉତ୍ସବ ମୁଖର, ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଉତ୍ସବ କୁ ଧୁମଧାମରେ ପାଳନ କରନ୍ତି ଏହି ଅଞ୍ଚଳ ବାସିନ୍ଦା, ସଂକ୍ରାନ୍ତିର ପୂର୍ବ ଦିନ ମଧ୍ୟ ରାତ୍ରି ରୁ ଏହି ପର୍ବ ଆରମ୍ଭକୁ ଭୋଗୀ ପର୍ବ ରୂପେ ପାଳନ କରାଯାଏ ଓ ଏହି ଦିନ ଠାରୁ ସଂକ୍ରାନ୍ତି ପର ଦୁଇ ଦିନ ପର୍ଯ୍ୟନ୍ତ ଏହି ପର୍ବ ଧୁମ୍ ଧାମରେ ପାଳନ କରାଯାଏ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#makarsankranti#Paralakhemundi

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News