ସନ୍ଦିଗ୍ଧ ବାଂଲାଦେଶୀଙ୍କ ଭଡ଼ା ଘରେ ବଡ଼ଧରଣର ରେଡ୍। ଜଗତସିଂହପୁର ସଦର ଥାନା ତରିକୁନ୍ଦ ଫାଣ୍ଡି ନିକଟ ବେହେରାମପୁର ବସ୍ତିରେ ପୋଲିସ ଚଢ଼ାଉ କରି ୪ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖିଛି। ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ ସହିତ ବହୁ ପରିମାଣର ଖଣ୍ଡା, କାତି ଏବଂ କଟୁରୀ ଜବତ କରାଯାଇଛି। ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଛି। ଚଢ଼ାଉ ବେଳେ ସନ୍ଦିଗ୍ଧ ବାଂଲାଦେଶୀଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଫଳରେ ଆଡିସନାଲ ଏସପି ସତ୍ୟବ୍ରତ ଦାସଙ୍କ ସହ ଦୁଇ ଜଣ କନେଷ୍ଟବଳ ଆହତ ହୋଇଛନ୍ତି।
#OdishaReporter#jagatsinghpur#bangladeshi#suspiciousactivity
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
