Advertisment

ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ | Woman Home Guard Found Dead | Bhubaneswar |OR

author-image
Odisha Reporter

ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇଦେଲେ ମହିଳା ହୋମଗାର୍ଡ। ତାଙ୍କ ନାଁ ସୁଜାତା କର। କାଲି ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୬ ମାସ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ମାନସିକ ଦୁଶ୍ଚିନ୍ତାରୁ ସେ ଜୀବନ ହାରି ଦେଇଥିବା କହିଛନ୍ତି ପରିବାର ଲୋକେ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସର ଘଟଣାର ତଦନ୍ତ କରୁଛି।
#OdishaReporter#bhubaneswar#homeguarddeath#suicide
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Headlines Bhubaneswar Police woman home guard Odisha Bhubaneswar crime news Odisha viral video Bhubaneswar update Odisha Latest News mental stress Odisha police investigation Bhubaneswar tragedy home guard case Odisha breaking news Bhubaneswar Viral News Chandrasekharpur news woman suicide Bhubaneswar home guard death Sujata Kar Bhubaneswar News Odisha National News oriya samachar national news in odia Odisha Reporter