Advertisment

ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ | Woman Home Guard Found Dead | Bhubaneswar |OR

Advertisment

ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇଦେଲେ ମହିଳା ହୋମଗାର୍ଡ। ତାଙ୍କ ନାଁ ସୁଜାତା କର। କାଲି ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୬ ମାସ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ମାନସିକ ଦୁଶ୍ଚିନ୍ତାରୁ ସେ ଜୀବନ ହାରି ଦେଇଥିବା କହିଛନ୍ତି ପରିବାର ଲୋକେ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସର ଘଟଣାର ତଦନ୍ତ କରୁଛି।
#OdishaReporter#bhubaneswar#homeguarddeath#suicide
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Bhubaneswar News Bhubaneswar Police National News national news in odia Odisha breaking news Odisha Latest News Odisha viral video Odisha police investigation Odisha Headlines oriya samachar Bhubaneswar Viral News Bhubaneswar crime news Chandrasekharpur news Bhubaneswar tragedy Sujata Kar home guard death woman suicide Bhubaneswar home guard case mental stress Bhubaneswar update woman home guard Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe