#ଘରେ_ନିଆଁ_ଲାଗି_ଜୀବନ୍ତ_ଜଳିଗଲେ_ଯୁବକ
କେନ୍ଦୁଝର ଆନନ୍ଦପୁରରେ ବଡ଼ ଅଘଟଣ। ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବକ। ଆନନ୍ଦପୁର ବଡ଼ଦାଣ୍ଡ ସାହିରେ ଘଟିଛି ଅଘଟଣ। ମୃତକ ଜଣକ ହେଉଛନ୍ତି ଖବର କାଗଜ ବିତରକ ଦେବେନ୍ଦ୍ର ମିଶ୍ର। ଗତକାଲି ଘରେ ସେ ଏକାକୀ ଥିବା ବେଳେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
#Fire#odishareporter#anandpur#keonjhar
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
