Advertisment

ମିଛ କହିଥିଲା ଅଚ୍ୟୁତଙ୍କ KISS … ଛାତ୍ର ହତ୍ୟାକୁ ଚାପି ଦେଇଥିଲେ | KISS Murder Case Exposed | Bhubaneswar |OR

author-image
Odisha Reporter

ମିଛ କହିଥିଲା ଅଚ୍ୟୁତଙ୍କ KISS … ଛାତ୍ର ହତ୍ୟାକୁ ଚାପି ଦେଇଥିଲେ | KISS Murder Case Exposed | Bhubaneswar | Odisha Reporter
ଗତ ୧୨ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ ନେଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ସଂପୃକ୍ତ ଛାତ୍ରଙ୍କୁ ତାର ତିନିଜଣ ସହପାଠୀ ବାଥରୁମ ଭିତରେ ମାଡ଼ ମାରିବା ସହିତ ତା ତଣ୍ଟି ଚିପି ହତ୍ୟା କରିଥିଲେ। କିନ୍ତୁ ସଂସ୍ଥା ଓ ଏହାର ମାଲିକଙ୍କ ଭାବମୂର୍ତ୍ତିକୁ ସୁରକ୍ଷା ଦେବାକୁ, ଏହି ଜଘନ୍ୟ ଘଟଣାଟିକୁ ଚପାଇବାକୁ ଜୋରଦାର ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#kiis#Kiit#achyutsamant#Bhubaneswar#Odisha#OdishaReporter

Advertisment
Odisha Odisha Reporter Odisha News National News odia breaking news national news in odia odisha reporter youtube today news ajira odia news oriya news today Odisha crime news oriya samachar Odisha breaking news today KISS student murder KISS hostel death case Odisha student murder hostel murder India KISS controversy student strangled to death KISS bathroom murder cover up allegation Odisha student safety India KISS viral news